ଅନୁଚିନ୍ତା


   ଯୋଉଦିନ ମଣିଷ ଭଗବାନଙ୍କୁ ମନ୍ଦିର ରେ ଖୋଜିବା ସହ ନିଜ       ଭିତରେ ଖୋଜିବ ସେହିଦିନ ହିଁ ସେ ଭଗବାନ ଙ୍କୁ ପାଇବ ।       ଭଗବାନ ପଥର ମୂର୍ତ୍ତି ରେ ରୁହାନ୍ତିନି ସେ ସର୍ବତ୍ର ବିଦ୍ୟମାନ ।   ମନ୍ଦିର ତୋ ଏକ ମାଧ୍ୟମ ମାତ୍ର । ଯେମିତି ପଵନ ର ଅନୁଭବ ପଙ୍ଖା  କରାଇଥାଏ। ନିଜ ଉପରେ ଦୃଢ଼ ବିଶ୍ୱାସ ରଖ ନିଶ୍ଚୟ ଦିନେ ସବୁ ଇଚ୍ଛା ପୂରଣ ହେବ ।             

                                     (ShanN MishrA)

Comments

Post a Comment