ଯୋଉଦିନ ମଣିଷ ଭଗବାନଙ୍କୁ ମନ୍ଦିର ରେ ଖୋଜିବା ସହ ନିଜ ଭିତରେ ଖୋଜିବ ସେହିଦିନ ହିଁ ସେ ଭଗବାନ ଙ୍କୁ ପାଇବ । ଭଗବାନ ପଥର ମୂର୍ତ୍ତି ରେ ରୁହାନ୍ତିନି ସେ ସର୍ବତ୍ର ବିଦ୍ୟମାନ । ମନ୍ଦିର ତୋ ଏକ ମାଧ୍ୟମ ମାତ୍ର । ଯେମିତି ପଵନ ର ଅନୁଭବ ପଙ୍ଖା କରାଇଥାଏ। ନିଜ ଉପରେ ଦୃଢ଼ ବିଶ୍ୱାସ ରଖ ନିଶ୍ଚୟ ଦିନେ ସବୁ ଇଚ୍ଛା ପୂରଣ ହେବ । (ShanN MishrA)
Comments
Post a Comment